୧୦
ବାର୍ଟା ସିସ୍ମନ୍ 
(ମାର୍କ ୩:୧୩-୧୯; ଲୁକ୍ ୬:୧୨-୧୬) 
 ୧ ଜିସୁ ତାର୍ ବାର୍ଟା ପେରିତ୍ମନ୍କେ ଲଗେ ଡାକି ଡୁମା କେଦ୍ବାକେ, ସବୁ ରକାମର୍ ରଗ୍ ଆରି ଜର୍ଦୁକା ନିମାନ୍ କର୍ବାକେ ଅଦିକାର୍ ଦେଲା ।  ୨ ସେ ବାର୍ଟା ପେରିତ୍ମନର୍ ନାଉଁ ଅଇଲାନି, ସିମନ୍ ଜାକେକି ପିତର୍ ବଲି ଡାକ୍ବାଇ, ଆରି ତାର୍ ବାଇ ଆନ୍ଦ୍ରିୟ, ଜେବଦିର୍ ପଅ ଜାକୁବ୍ ଆରି ତାର୍ ବାଇ ଜଅନ୍,  ୩ ପିଲିପ୍ ଆରି ବାର୍ତଲମି, ତମା ଆରି ସିସ୍ତୁମାଙ୍ଗୁମନ୍ ମାତିିଉ, ଆଲ୍ପିର୍ ପଅ ଜାକୁବ୍ ଆରି ତଦିୟ,  ୪ କିଣାନିୟ ସିମନ୍ ଜେ କି ଇସ୍ରାଏଲ୍ ଲକ୍ମନର୍ ମୁକ୍ତିର୍ ପାଇ ଚେସ୍ଟା କର୍ତେରଇଲା । ଆରି ଇସ୍କାରିୟତ୍ ଜିଉଦା, ଜେ ଜିସୁକେ ସତ୍ରୁମନ୍କେ ସର୍ପିଦେଇ ରଇଲା । 
ବାର୍ଟା ସିସ୍କେ ଦିଆଅଇରଇଲା କାମ୍ 
(ମାର୍କ ୬:୭-୧୩; ଲୁକ୍ ୯:୧-୬) 
 ୫ ଜିସୁ ବାର୍ଟା ସିସ୍ମନ୍କେ ପାଟାଇଲାବେଲେ କାଇଟା କର୍ବାର୍ ଆଚେ କାଇଟା ନାଇ ବଲି ଆଦେସ୍ ଦେଇ କଇଲା, “ତମେ ଜିଉଦି ନଇଲା ଲକ୍ମନର୍ କନ୍ ଜାଗାଇ ମିସା ଜାଆନାଇ କି ସମିରଣିୟ ଗଡେ ମିସା ପୁରାନାଇ ।  ୬ ମାତର୍ ଆଜିଗାଲା ମେଣ୍ଡାମନର୍ ପାରା ରଇବା ଇସ୍ରାଏଲ୍ମନର୍ ଲଗେ ଜା ।  ୭ ସେମନର୍ ଲଗେ ଜାଇ ଜାନାଇକରି କୁଆ, ସରଗ୍ ରାଇଜ୍ ଲଗେ ଆଇଲା ଆଚେ !  ୮ ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।  ୯ ଡାବୁ ମିସା ନିଆନାଇ ।  ୧୦  ✡ ୧୦:୧୦ ୧ମ କରନ୍ତିୟ ୯:୧୪; ୧ମ ତିମତି ୫:୧୮ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।” 
 ୧୧ “ଗଟେକ୍ ଗଡେ କି ଗାଏଁ କେଟ୍ସା ବଇଲେ, ତେଇ କେ ତମ୍କେ ନିଜର୍ ଗରେ ଡାକ୍ସି, ସେ ଲକ୍କେ କଜା, ଆରି ବିନେ ଜିବା ଜାକ ତାକର୍ ଗରେସେ ରୁଆ ।  ୧୨ ଗରେ କେଟ୍ଲା ବେଲେ ତେଇ ରଇଲା ଲକ୍ମନ୍କେ ଜୁଆର୍ କରି କୁଆ, ‘ତମ୍କେ ସାନ୍ତି ମିଲ’ ।  ୧୩ ସେମନ୍ ଜଦି ତମ୍କେ ଗତିଆ କରି ଡାକ୍ବାଇ, ତମେ କଇଲା ସାନ୍ତିର୍ କାତା ପୁରୁନ୍ ଅଇସି । ମାତର୍ ସେମନ୍ ଜଦି ତମ୍କେ ଗତିଆ କରି ନ ଡାକତ୍ ବଇଲେ, ତମେ କଇଲାଟା ତମର୍ ଲଗେ ବାଉଡି ଆଇସି ।  ୧୪  ✡ ୧୦:୧୪ ପେରିତ୍ ୧୩:୫୧ଜଦି କେ ମିସା ତମ୍କେ ନ ଡାକତ୍ କି ତମେ କଇଲା କାତା ନ ସୁନତ୍ ବଇଲେ, ‘ଏ ଜାଗା ଚାଡ୍ଲୁ’ ବଲି ଗଟେକ୍ ଚିନ୍ ପାରା ଦେକାଇବାକେ, ପାଦର୍ ଦୁଲି ପାପ୍ଡି, ସେ ଜାଗା ଚାଡି ଉଟିଜା ।  ୧୫  ✡ ୧୦:୧୫ ମାତିଉ ୧୧:୨୪✡ ୧୦:୧୫ ଲୁକ୍ ୧୦:୪-୧୨ମୁଇ ତମ୍କେ ସତ୍ କଇଲିନି, ବିଚାର୍ନା ଦିନେ ସଦମ୍ ଗମରାକେ ପର୍ମେସର୍ ଅଦିକ୍ ଦୟା ଦେକାଇସି ।” 
ଆଇବା ଦୁକ୍କସ୍ଟ 
(ମାର୍କ ୧୩:୯-୧୩; ଲୁକ୍ ୨୧:୧୨-୧୫) 
 ୧୬  ✡ ୧୦:୧୬ ଲୁକ୍ ୧୦:୩“ସୁନା, ବାଲିଆଡୁର୍କାମନର୍ ବିତ୍ରେ ମେଣ୍ଡାମନ୍କେ ପାଟାଇଲା ପାରା ମୁଇ ତମ୍କେ ପାଟାଇଲିିିନି । ସାଁପର୍ ପାରା ଚାଲାକି ଅଇ ପରୁଆପାରା ସୁଆଲ୍ ଉଆ ।  ୧୭  ✡ ୧୦:୧୭ ମାର୍କ ୧୩:୯-୧୧; ଲୁକ୍ ୧୨:୧୧,୧୨;୨୧:୧୨-୧୫ମାତର୍ ଜାଗ୍ରତ୍ ଅଇରୁଆ, କାଇକେ ବଇଲେ ଲକ୍ମନ୍ ସେମନର୍ ବିଚାର୍ କର୍ବା ଜାଗାମନର୍ତେଇ ତମ୍କେ ସର୍ପିଦେବାଇ ଆରି ପାର୍ତନା ଗର୍ମନ୍କେ ତମ୍କେ କର୍ଡା ମାର୍ବାଇ ।  ୧୮ ଆରି ତମେ ମର୍ ସିସ୍ ଅଇଲାର୍ ଲାଗି, ରାଜା ଆରି ସାସନ୍ କର୍ବା ଲକ୍ମନର୍ ଲଗେ ନିଆଅଇ ବିଚାର୍ କରାଇଅଇସା । ଇତିଅନି ସେମନ୍କେ ଆରି ଜିଉଦି ନଇଲା ଲକ୍ମନର୍ ତେଇ ମର୍ ବିସଇନେଇ କଇବାକେ ତମେ ବେଲା ପାଇସା ।  ୧୯ ତମର୍ ବିଚାର୍ନା ଅଇବାବେଲେ ‘କାଇଟା କଇବି, କେନ୍ତି କଇବି’ ବଲି ଚିନ୍ତା କରି ତେରେପେତେ ନ ଉଆ । ଟିକ୍ ସେବେଲାଇ ସେଟା ତମ୍କେ ଜାନାଇ ଦିଆଅଇସି ।  ୨୦ କାଇକେ ବଇଲେ ତମେ ନିଜେ କାଇଟା କଇବାକେ ନ ପଡେ । ବାବା ପର୍ମେସର୍ ସୁକଲ୍ ଆତ୍ମାଇ ତମର୍ ଟଣ୍ଡେଅନି କାତା କଇସି ।” 
 ୨୧  ✡ ୧୦:୨୧ ମାର୍କ ୧୩:୧୨; ଲୁକ୍ ୨୧:୧୬ଲକ୍ମନ୍ ନିଜର୍ ବାଇକେ ମରନର୍ ଡଣ୍ଡ୍ ବଗ୍ବାକେ ଦାରାଇଦେବାଇ । ବାବା ମିସା ନିଜର୍ ପିଲାମନ୍କେ ସେନ୍ତାରି କର୍ସି । ପିଲା ଟକିମନ୍ ବାବାମାଆର୍ ବିରଦେ ଉଟି ସେମନ୍କେ ମରାଇବାଇ ।  ୨୨  ✡ ୧୦:୨୨ ମାତିଉ ୨୪:୯; ମାର୍କ ୧୩:୧୩; ଲୁକ୍ ୨୧:୧୭; ମାତିଉ ୨୪:୧୩; ମାର୍କ ୧୩:୧୩ମକେ ବିସ୍ବାସ୍ କଲାର୍ ଲାଗି ତମ୍କେ ସବୁ ଲକ୍ ଗିନ୍ କର୍ବାଇ । ମାତର୍ ଜନ୍ ଲକ୍ ସାରାସାରି ଜାକ ସାଆସ୍ ଦାରି ରଇସି, ସେ ମୁକ୍ତି ପାଇସି ।  ୨୩ ଗଟେକ୍ ନଅରେ ଦୁକ୍ କସ୍ଟ ଦେଲେ, ତମେ ଆରି ଗଟେକ୍ ନଅରେ ଉଟି ପାଲାଆ । ମୁଇ ତମ୍କେ ସତ୍କାତା କଇଲିନି, ତମେ ଇସ୍ରାଏଲ୍ ଦେସେ ରଇବା ସବୁ ଗଡେ ବୁଲି ନ ସାର୍ତେ, ନର୍ପିଲା ମୁଇ ଆରି ତରେକ୍ ବାଉଡି ଆସିରଇବି । 
 ୨୪  ✡ ୧୦:୨୪ ଲୁକ୍ ୬:୪୦; ଜଅନ୍ ୧୩:୧୬;୧୫:୨୦“କନ୍ ସିସ୍ ମିସା ଗୁରୁର୍ ତେଇଅନି ବଡ୍ ନଏଁ । ଗତିଦାଙ୍ଗ୍ଡା ସାଉକାରର୍ତେଇଅନି ବଡ୍ ନଏଁ ।  ୨୫  ✡ ୧୦:୨୫ ମାତିଉ ୯:୩୪;୧୨:୨୪; ମାର୍କ ୩:୨୨; ଲୁକ୍ ୧୧:୧୫ସିସ୍ ତାର୍ ଗୁରୁର୍ ପାରା ଆରି ଗତିଦାଙ୍ଗ୍ଡା ନିଜର୍ ସାଉକାର୍ ପାରା ଅଇଲେ ସେମନ୍ ସାର୍ଦା ଅଇବାର୍ ଆଚେ । ଗଟେକ୍ ଗରର୍ ମୁକିଆ ମକେ, ବାଲ୍ଜିବୁଲ୍ ବଲି ଡାକ୍ଲାଇନି ବଇଲେ, ଗରର୍ ଆରି ଅଦେକ୍ ଲକ୍ମନ୍କେ ବାଇଦରେ ଅଦିକ୍ କାରାପ୍ ନାଉଁ ଦାରି ଡାକ୍ବାଇ ।” 
କାକେ ଡର୍ବାର୍ 
(ଲୁକ୍ ୧୨:୨-୭) 
 ୨୬  ✡ ୧୦:୨୬ ମାର୍କ ୪:୨୨; ଲୁକ୍ ୮:୧୭“ସେଟାର୍ପାଇ ଲକ୍ମନ୍କେ ଡରାନାଇ । ଜନ୍ ବିସଇ କି ଲୁଚ୍ତେ ଆଚେ, ସେଟା କେବେ ନଇଲେ କେବେ ଡିସ୍ସି ଆରି ସବୁ ଲୁଚ୍ଲା କାତାମନ୍ ଜାନା ପଡ୍ସି ।  ୨୭ ଜନ୍ଟା ମୁଇ ତମ୍କେ ଆନ୍ଦାର୍ ବେଲାଇ କଇଲିନି ସେଟା ତମେ ଉଜ୍ଲେ କୁଆ, ଆରି ଜନ୍ଟା ଲୁଚ୍ତେ ସୁନିଆଚାସ୍ ସେଟା ଗରର୍ ଚାଉନି ଉପ୍ରେ ଟିଆଅଇ କୁଆ ।  ୨୮ ଜନ୍ଲକ୍ମନ୍ ତମର୍ ଗାଗଡ୍ ନସ୍ଟ କର୍ବାଇ ମାତର୍ ତମର୍ ଆତ୍ମାକେ କାଇଟା କରିନାପାରତ୍ ସେମନ୍କେ ଡରାନାଇ । ମାତର୍ ଜନ୍ ପର୍ମେସର୍ ତମର୍ ଗାଗଡ୍ ଆରି ଆତ୍ମାକେ ନରକ୍ କୁଣ୍ଡେ ପିଙ୍ଗ୍ସି, ତାକେ ଡରା ।  ୨୯ ଡାବୁଦେଇ ଦୁଇଟା ଚେଟିଆ ଚଡଇ ଗେନିପାରାସ୍, ମାତର୍ ତମର୍ ବାବା ପର୍ମେସର୍ ନାଜାନ୍ତେ ସେ ଚଡଇମନର୍ତେଇଅନି ଗଟେକ୍ ମିସା ନ ମରତ୍ ।  ୩୦ ଆରି ପର୍ମେସର୍ ତମର୍ ମୁଣ୍ଡର୍ ଚେଣ୍ଡି ମିସା ଗଟେକ୍ ଗଟେକ୍ କରି ଏଜିଆଚେ ।  ୩୧ ଡରାନାଇ, ବେସି ଚେଟିଆ ଚଡଇମନର୍ ତେଇ ଅନି ତମର୍ ଦାମ୍ ଅଦିକ୍ ।”  
ଜିସୁକେ ନାମ୍ବାଟା 
(ଲୁକ୍ ୧୨:୮-୯) 
 ୩୨ “ଜେ ମକେ ସବୁର୍ ମୁଆଟେ ‘ମର୍ ଲକ୍’ ବଲି ନାମ୍ସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ସେମନ୍କେ ‘ମର୍ ଲକ୍’ ବଲି କଇବି ।  ୩୩  ✡ ୧୦:୩୩ ୨ୟ ତିମତି ୨:୧୨ମାତର୍ ଜନ୍ ଲକ୍ ମକେ ସବୁର୍ ମୁଆଟେ ‘ତାକେ ନାଜାନି’ ବଲି କଇସି, ମୁଇ ମିସା ମର୍ ସରଗର୍ ବାବାର୍ ମୁଆଟେ ‘ତାକେ ନାଜାନି’ ବଲି କଇବି ।” 
ସାନ୍ତିର୍ ବାଦୁଲେ କାଣ୍ଡା 
(ଲୁକ୍ ୧୨:୫୧-୫୩; ଲୁକ୍ ୧୪:୨୬-୨୭) 
 ୩୪ “ମୁଇ ଏ ଦୁନିଆଇ ସାନ୍ତି ଦେବାର୍ ଆସିଆଚି ବଲି ତମେ ବାବା ନାଇ । ନାଇ, ସାନ୍ତି ଦେବାକେ ଆସି ନାଇ, କାଣ୍ଡା ଦେବାକେ ଆଇଲିଆଚି ।  ୩୫ ମର୍ ଲାଗି ପିଲା ବାବାକେ ବିରଦ୍ କର୍ସି, ଟକି ଆୟାକେ ବିରଦ୍ କର୍ସି ଆରି ବୁଆରି ସାତ୍ରିର୍ ବିରଦେ ଉଟ୍ସି ।  ୩୬ ନିଜର୍ ଗରର୍ ଲକ୍ମନ୍ସେ ନିଜର୍ ସତ୍ରୁ ଅଇବାଇ ।” 
 ୩୭ “କେମିସା ଜଦି ନିଜର୍ ମାବାବାକେ ମର୍ତେଇଅନି ଅଦିକ୍ ଆଲାଦ୍ କର୍ସି, ସେ ମର୍ ସିସ୍ ଅଇନାପାରେ । ଆରି ଜନ୍ ଲକ୍ ମକେ ଆଲାଦ୍ କର୍ବାଟାନେ ଅନି ନିଜର୍ ପିଲାଟକିକେ ଅଦିକ୍ ଆଲାଦ୍ କର୍ସି ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।  ୩୮  ✡ ୧୦:୩୮ ମାତିଉ ୧୬:୨୪; ମାର୍କ ୮:୩୪; ଲୁକ୍ ୯:୨୩ଜନ୍ ଲକ୍ ନିଜର୍ କୁରୁସ୍ ବଇ ମର୍ ସଙ୍ଗ୍ ନ ଆସେ ବଇଲେ ସେ ମର୍ ସିସ୍ ଅଇବାକେ ଅଦିକାର୍ ନ ପାଏ ।  ୩୯  ✡ ୧୦:୩୯ ମାତିଉ ୧୬:୨୫; ମାର୍କ ୮:୩୫; ଲୁକ୍ ୯:୨୪;୧୭:୩୩; ଜଅନ୍ ୧୨:୨୫ଜନ୍ଲକ୍ ନିଜର୍ ଜିବନ୍ ରକିଆ କର୍ବାକେ ଚେସ୍ଟା କର୍ସି ବଇଲେ ସେ ସେଟା ଆରାଇସି । ମାତର୍ ଜେ ମର୍ ଲାଗି ତାର୍ ଜିବନ୍ ଆରାଇସି ବଇଲେ, ସେ ସତଇସେ ସେଟା ରକିଆ କର୍ସି ।” 
ପୁରୁସ୍କାର୍ 
(ମାର୍କ ୯:୪୦) 
 ୪୦  ✡ ୧୦:୪୦ ଲୁକ୍ ୧୦:୧୬; ଜଅନ୍ ୧୩:୨୦; ମାର୍କ ୯:୩୭; ଲୁକ୍ ୯:୪୮“ଜନ୍ ଲକ୍ ତମ୍କେ ଡାକିନେଇସି, ସେ ମର୍ପାଇ ସେଟା କଲାନି । ଆରି ଜନ୍ ଲକ୍ ମକେ ଡାକିନେଇସି ସେ ମକେ ପାଟାଇଲା ବାବା ପରମେସରର୍ ପାଇ ସେଟା କଲାନି ।  ୪୧ ଜେ ମିସା ଗଟେକ୍ ବବିସତ୍ବକ୍ତାକେ ‘ପର୍ମେସରର୍ କାତା ସୁନାଉ’ ବଲି ଡାକ୍ସି, ବବିସତ୍ବକ୍ତାକେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି । ଆରି ଜେ ଦରମ୍ ଲକ୍କେ ଗରେ ଡାକ୍ସି, ଦରମ୍ ଲକ୍କେ ମିଲ୍ବା ପୁରୁସ୍କାର୍ତେଇ ସେ ମିସା ମିସ୍ସି ।  ୪୨ ଆରି ଜନ୍ ଲକ୍ ମର୍ ପଚେ ପଚେ ଆଇବା ମୁକିଅ ନଇଲା ଗଟେକ୍ ସାନ୍ ସିସ୍କେ, ଗିଲ୍ସେକ୍ ପାନି ଦେଇସି, ସେ ମର୍ ସିସ୍ । ସେ ପୁରୁସ୍କାର୍ ପାଇସି ଆକା ।” 
✡୧୦:୧୦ ୧୦:୧୦ ୧ମ କରନ୍ତିୟ ୯:୧୪; ୧ମ ତିମତି ୫:୧୮
✡୧୦:୧୪ ୧୦:୧୪ ପେରିତ୍ ୧୩:୫୧
✡୧୦:୧୫ ୧୦:୧୫ ମାତିଉ ୧୧:୨୪
✡୧୦:୧୫ ୧୦:୧୫ ଲୁକ୍ ୧୦:୪-୧୨
✡୧୦:୧୬ ୧୦:୧୬ ଲୁକ୍ ୧୦:୩
✡୧୦:୧୭ ୧୦:୧୭ ମାର୍କ ୧୩:୯-୧୧; ଲୁକ୍ ୧୨:୧୧,୧୨;୨୧:୧୨-୧୫
✡୧୦:୨୧ ୧୦:୨୧ ମାର୍କ ୧୩:୧୨; ଲୁକ୍ ୨୧:୧୬
✡୧୦:୨୨ ୧୦:୨୨ ମାତିଉ ୨୪:୯; ମାର୍କ ୧୩:୧୩; ଲୁକ୍ ୨୧:୧୭; ମାତିଉ ୨୪:୧୩; ମାର୍କ ୧୩:୧୩
✡୧୦:୨୪ ୧୦:୨୪ ଲୁକ୍ ୬:୪୦; ଜଅନ୍ ୧୩:୧୬;୧୫:୨୦
✡୧୦:୨୫ ୧୦:୨୫ ମାତିଉ ୯:୩୪;୧୨:୨୪; ମାର୍କ ୩:୨୨; ଲୁକ୍ ୧୧:୧୫
✡୧୦:୨୬ ୧୦:୨୬ ମାର୍କ ୪:୨୨; ଲୁକ୍ ୮:୧୭
✡୧୦:୩୩ ୧୦:୩୩ ୨ୟ ତିମତି ୨:୧୨
✡୧୦:୩୮ ୧୦:୩୮ ମାତିଉ ୧୬:୨୪; ମାର୍କ ୮:୩୪; ଲୁକ୍ ୯:୨୩
✡୧୦:୩୯ ୧୦:୩୯ ମାତିଉ ୧୬:୨୫; ମାର୍କ ୮:୩୫; ଲୁକ୍ ୯:୨୪;୧୭:୩୩; ଜଅନ୍ ୧୨:୨୫
✡୧୦:୪୦ ୧୦:୪୦ ଲୁକ୍ ୧୦:୧୬; ଜଅନ୍ ୧୩:୨୦; ମାର୍କ ୯:୩୭; ଲୁକ୍ ୯:୪୮